ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ଯିଏ ଲୋକଙ୍କୁ ଭଲ ବୋକା ବନାଇପାରିବ, ସେ ଭଲ ନେତା ହୋଇପାରିବ

ଗଡକରୀ ନାଗପୁରରେ ଆୟୋଜିତ ଅଖିଳ ଭାରତୀୟ ମହାନୁଭବ ପରିଷଦରେ ଉଦ୍‌ବୋଧନ ଦେଇ ଗଡକରୀ କହିଛନ୍ତି ଯେ ବର୍ତ୍ତମାନ ସାଧାରଣ ଜୀବନରେ ସାଧୁତା ଓ ସଚ୍ଚୋଟତା ଏକ ଚାଲେଞ୍ଜ ହୋଇଛି । କହିବାଟା ବହୁତ ସହଜ, କିନ୍ତୁ କରିବା ବହୁତ କଷ୍ଟ । ସେ ଜଣେ ଅଧିକାରୀ ନୁହନ୍ତି, କିନ୍ତୁ ତାଙ୍କର ଏ କ୍ଷେତ୍ରରେ ବହୁତ ଅଭିଜ୍ଞତା ରହିଛି । ରାଜନୀତିରେ ସତ କହିବା ମନା । କିନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏବଂ ଭଗବତ ଗୀତାରେ ଲେଖା ଅଛି ଯେ ଶେଷରେ ସତ୍ୟର ହିଁ ବିଜୟ ଘଟେ । କିଛି ଜିନିଷ ପାଇବା ଲାଗି ସର୍ଟକଟ ରାସ୍ତା ଅଛି । ସର୍ଟକଟ୍‌ ରାସ୍ତାରେ ଗଲେ ଜଣେ ବ୍ୟକ୍ତି ଶୀଘ୍ର ପହଞ୍ଚିଥାଏ । ଜଣେ ଦାର୍ଶନିକ କହିଥିଲେ ସର୍ଟକଟ୍‌ ହେଉଛି କଟ୍‌ ୟୁ ସର୍ଟ । ସେଥିପାଇଁ ସାଧୁତା, ବିଶ୍ୱସନୀୟତା, ସମର୍ପିତ ଭାବ ଏବଂ ସତ୍ୟ ଆଦିର ମୂଲ୍ୟ ସମାଜ ପାଇଁ ଯଥେଷ୍ଟ ମହତ୍ତ୍ୱପୂର୍ଣ୍ଣ ବୋଲି ଗଡକରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *