ମୁଖ୍ୟ ସମାଚାର
ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡ

ଯିଏ ଲୋକଙ୍କୁ ଭଲ ବୋକା ବନାଇପାରିବ, ସେ ଭଲ ନେତା ହୋଇପାରିବ

ଗଡକରୀ ନାଗପୁରରେ ଆୟୋଜିତ ଅଖିଳ ଭାରତୀୟ ମହାନୁଭବ ପରିଷଦରେ ଉଦ୍‌ବୋଧନ ଦେଇ ଗଡକରୀ କହିଛନ୍ତି ଯେ ବର୍ତ୍ତମାନ ସାଧାରଣ ଜୀବନରେ ସାଧୁତା ଓ ସଚ୍ଚୋଟତା ଏକ ଚାଲେଞ୍ଜ ହୋଇଛି । କହିବାଟା ବହୁତ ସହଜ, କିନ୍ତୁ କରିବା ବହୁତ କଷ୍ଟ । ସେ ଜଣେ ଅଧିକାରୀ ନୁହନ୍ତି, କିନ୍ତୁ ତାଙ୍କର ଏ କ୍ଷେତ୍ରରେ ବହୁତ ଅଭିଜ୍ଞତା ରହିଛି । ରାଜନୀତିରେ ସତ କହିବା ମନା । କିନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏବଂ ଭଗବତ ଗୀତାରେ ଲେଖା ଅଛି ଯେ ଶେଷରେ ସତ୍ୟର ହିଁ ବିଜୟ ଘଟେ । କିଛି ଜିନିଷ ପାଇବା ଲାଗି ସର୍ଟକଟ ରାସ୍ତା ଅଛି । ସର୍ଟକଟ୍‌ ରାସ୍ତାରେ ଗଲେ ଜଣେ ବ୍ୟକ୍ତି ଶୀଘ୍ର ପହଞ୍ଚିଥାଏ । ଜଣେ ଦାର୍ଶନିକ କହିଥିଲେ ସର୍ଟକଟ୍‌ ହେଉଛି କଟ୍‌ ୟୁ ସର୍ଟ । ସେଥିପାଇଁ ସାଧୁତା, ବିଶ୍ୱସନୀୟତା, ସମର୍ପିତ ଭାବ ଏବଂ ସତ୍ୟ ଆଦିର ମୂଲ୍ୟ ସମାଜ ପାଇଁ ଯଥେଷ୍ଟ ମହତ୍ତ୍ୱପୂର୍ଣ୍ଣ ବୋଲି ଗଡକରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *