ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣ

ଜାମିନ ରଖି ୨୦ ହଜାର ଥିଲା ଦାବି
ଭୁବନେଶ୍ୱର ତାରିଣୀ ବସ୍ତିରୁ ନାବାଳକ ସୁରକ୍ଷିତ ଉଦ୍ଧାର
୪ ଅଭିଯୁକ୍ତଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ

ଭୁବନେଶ୍ୱରରେ ବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣ। ମୁଣ୍ଡ ଜାମିନ ରଖି ୨୦ ହଜାର ଟଙ୍କା ଦାବି କରିଥିଲେ ୪ ଅଭିଯୁକ୍ତ। ଭିଏସଏସ୍ ନଗରର ତାରିଣୀ ବସ୍ତିରୁ ନାବାଳକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ, ମନାସ ସିଂ ଓରଫ ମନିଆ, ମିଟୁ ନାୟକ, ମାନସ ରଞ୍ଜନ ସ୍ୱାଇଁ ଓ ରାଜେଶ ସାହୁ।ଗତ ଗୁରୁବାର ଦିନ ବିରିୟାନି କିଣିବାକୁ ଯାଇଥିବା ବେଳେ ନାବାଳକଙ୍କୁ ଅଭିଯୁକ୍ତମାନେ ଉଠାଇନେଇଥିଲେ। ପରେ ତାଙ୍କ ଭଉଣୀଙ୍କୁ ଫୋନ୍ କରି ୨୦ ହଜାର ଟଙ୍କା ନ ଦେଲେ ଭାଇକୁ ମାରି ଫିଙ୍ଗିଦେବାକୁ ଧମକ ଦେଇଥିଲେ। ଅଭିଯୋଗ ପାଇବା ପରେ ସହିଦନଗର ପୋଲିସ ତୁରନ୍ତ ଚଢ଼ାଉ କରି ନାବାଳକଙ୍କୁ ଉଦ୍ଧାର କରିଥିଲା। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବିଏନଏସର ବିଭିନ୍ନ ଦଫାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *