ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ା

ମାଛ ପତ୍ରପୋଡା ବିଲ ନେଇ ବିବାଦ। ଥାନାରେ ଗ୍ରାହକ ଓ ହୋଟେଲ ମାଲିକ। ବାଲେଶ୍ଵରରେ ସହଦେବଖୁଣ୍ଟା ଥାନା କଚେରୀ ହୋତା ମଧ୍ୟରେ ଥିବା ଏକ ହୋଟେଲରେ ଘଟିଥିବା ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା। ଦିର୍ଘ ୫ ଘଣ୍ଟା ଥାନାରେ ରହିବା ପରେ ପୁଲିସର ମଧ୍ୟସ୍ଥତାରେ ହେଲା ସମାଧାନ।
ଗତକାଲି ଦ୍ବିପହର ସମୟରେ ଜଣେ ଯୁବକ ଓ ତାଙ୍କ ତିନିଜଣ ସାଙ୍ଗ ବାଲେଶ୍ଵର କଚେରୀ ହୋତା ମଧ୍ୟରେ ଥିବା ଏକ ହୋଟେଲକୁ ଖାଇବା ପାଇଁ ଯାଇଥିଲେ। ଚାରିଜଣକ ମିଲ ବାବଦକୁ ୪୦୦ଟଙ୍କା ବିଲ ହୋଇଥିଲା। ଏହାସହ ସେମାନେ ମାଛ ପତ୍ରପୋଡା ମଧ୍ୟ ଖାଇଥିଲେ। ହୋଟେଲ ପକ୍ଷରୁ ପତ୍ରପୋଡା ମାଛ ପାଇଁ ୧୪୦୦ ଟଙ୍କା ବିଲ କରାଯାଇଥିବାରୁ ଗ୍ରାହକ ଓ ମାଲିକ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ଏହି ଘଟଣା ଥାନାରେ ପହଞ୍ଚିଥିଲା। ଗ୍ରାହକ ଏନେଇ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗ୍ରାହକ ଓ ହୋଟେଲ ମାଲିକ ଉଭୟଙ୍କୁ ପୁଲିସ ଡକାଇ ପଚରାଉଚରା କରିଥିଲେ। ଦିର୍ଘ ୫ ଘଣ୍ଟା ପରେ ପୁଲିସ ମଧ୍ୟସ୍ଥତାରେ ଆପୋସ ସମାଧାନ ହୋଇଥିଲା। ଶେଷରେ ଗ୍ରାହକ ୫୦୦ ଟଙ୍କା ଦେଇଥିଲେ। ଶେଷରେ ହୋଟେଲ ମାଲିକ ନିରାଶ ହୋଇ ଫେରିଥିଲେ। ତେବେ ହୋଟେଲରେ ଖାଦ୍ୟ ଖାଇବା ବା ଅର୍ଡର କରିବା ପୂର୍ବରୁ ଦର ସମ୍ପର୍କରେ ସ୍ପଷ୍ଟ ଭାବେ ଜାଣିବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *