ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍

ବର୍ଷା ପବନରେ ହେଲା ଲୁଟର ପ୍ଲାନ। ଟାର୍ଗେଟରେ ଥିଲେ ବ୍ୟବସାୟିକ ପ୍ରତିଷ୍ଠାନ। ଗୃପ ହେଇ ଆସିଲେ କଣା କରିଦେଲେ ଆଜବେଷ୍ଟ । ଆଉ ବୋହିନେଲେ ୧୨ଲକ୍ଷ ଟଙ୍କାର ମୋବାଇଲ୍ । ରାଜଧାନୀରେ ଏକ ମୋବାଇଲ ଦୋକାନରୁ ହୋଇଛି ଏହି ବଡ଼ ଧରଣର ଡକାୟତି । ମଞ୍ଚେଶ୍ୱର ଥାନା ଇଞ୍ଜଣା ଅଞ୍ଚଳରେ ଥିବା ଏକ ମୋବାଇଲ୍ ଦୋକାନରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ୫୦ଟି ମୋବାଇଲ ସହ ଦାମୀ ବ୍ରାଣ୍ଡ୍ ର ଇୟରଫୋନ୍, ଇୟର ବଡ, ସ୍ମାର୍ଟ ଓ୍ବାଚ୍ ଓ ଟାବଲେଟ୍ ଭଳି ସାମଗ୍ରୀମାନ ଲୁଟି ନେଇଛନ୍ତି ।ତେବେ ଦୀର୍ଘ ୧୦ଦିନ ଧରି ଦୋକାନୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲେ ମଧ୍ୟ ଲୁଟେରାର୍ ଟେର୍ ମିଳିନି । ତେବେ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଆଜବେଷ୍ଟସ କଣା କରି ମୋବାଇଲ୍ ଲୁଟ୍ କରିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଶାବଳ ଓ ମାରଣାସ୍ତ୍ର ଜରିଆରେ ଲୁଟ୍ ପାଟ କରାଯାଇଥିବା ସାମ୍ନାକୁ ଆସିଛି ।ସେହିପରି ଆଜି ନୟାଗଡ଼ ଜିଲ୍ଲା ଜାମୁକୋଣ ପାହାଡ଼ ଉପରେ ଥିବା ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳା କନା ବୁଲାଇଲେ ଦୁର୍ବୁତ୍ତ । ଲୁଟି ନେଇଛନ୍ତି ମାଆଙ୍କ ସମସ୍ତ ସୁନା ଅଳଙ୍କାର । ଚୋରି ଅଳଙ୍କାରର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ। ଏହି ଚୋର ସ୍ଥାନୀୟ ଅଞ୍ଚଳର ହୋଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *